ହୁଏ Hue

  • ଦେ. କ୍ରି—(ସଂ. ଭବତି, ପ୍ରା ହୋତି) — ହୁଅଇ (ଦେଖ) — Huai (See)
  • ଦେ. କ୍ରି—(ସଂ. ଭବତି, ପ୍ରା ହୋତି) — ଅ—(ବଙ୍ଗଳାରୁ ଅନୁକୃତ)— ସମ୍ଭବତଃ—x x x ହୁଏ ତାହାଙ୍କର କାର୍ଯ୍ୟରେ ଗଫଲତି, ନ ହୁଏ ଢିଲା—ଫକୀର ମୋହନ, ଛମାଣ ଆଠଗୁଣ୍ଠ]
  • ପ୍ରାଦେ—(ପାଟଣା) ଅ — ହିଁ — Yes