ହୁଇଟ୍ନୀ Huiṭ-nī
- ଦେ. ଦ (ନାମ) — ଆମେରିକା ଯୁକ୍ତିରାଜ୍ୟବାସୀ ଜନୈକ ପ୍ରାଚ୍ୟ— ବିଷଯଜ୍ଞ ସ୍ୱର୍ଗତ ପଣ୍ଡିତ — W. D. Whitney, a late American Orientialist scholar
- ଦେ. ଦ (ନାମ) — [ଦ୍ର—ଏ ଖ୍ରୀ. 1827 ରେ ଜନ୍ମ ଗ୍ରହଣ କରି 1894 ରେ ପ୍ରାଣତ୍ୟାଗ କରିଥିଲେ। ଏ ସଂସ୍କୃତରେ ଅତି ବିଦ୍ୱାନ୍ ଥିଲେ ଓ ଏହାଙ୍କ ରଚିତ ସଂସ୍କୃତ ବ୍ୟାକରଣ ବର୍ତ୍ତମାନ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଜଗତରେ ପ୍ରାମାଣିକ ଗ୍ରନ୍ଥରୂପେ ପରିଗଣିତ। ଆମେରିକାରେ ପ୍ରତିଷ୍ଠିତ ପ୍ରାଚ୍ୟ ସମିତିର ଏ ପୃଷ୍ଠପୋଷକ ଓ ସଭାପତି ହୋଇଥିଲେ। ସେଞ୍ଚୁରି ଡିକ୍ସନାରୀ — [ଦ୍ର—ଏ ଖ୍ରୀ.1827ରେ ଜନ୍ମ ଗ୍ରହଣ କରି1894ରେ ପ୍ରାଣତ୍ୟାଗ କରିଥିଲେ ଏ ସଂସ୍କୃତରେ ଅତି ବିଦ୍ୱାନ୍ ଥିଲେ ଓ ଏହାଙ୍କ ରଚିତ ସଂସ୍କୃତ ବ୍ୟାକରଣ ବର୍ତ୍ତମାନ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଜଗତରେ ପ୍ରାମାଣିକ ଗ୍ରନ୍ଥରୂପେ ପରିଗଣିତ ଆମେରିକାରେ ପ୍ରତିଷ୍ଠିତ ପ୍ରାଚ୍ୟ ସମିତିର ଏ ପୃଷ୍ଠପୋଷକ ଓ ସଭାପତି ହୋଇଥିଲେ ସେଞ୍ଚୁରି ଡିକ୍ସନାରୀ(Centuty Dictionary)ନାମକ ପ୍ରକାଣ୍ଡ ଇଂରାଜି ଅଭିଧାନର ଏ ପ୍ରଧାନ ସମ୍ପାଦକ ଥିଲେ