ହୀରା Hīrā

  • ସଂ. ବି—(ହୃ ଧାତୁ=ହରଣ କରିବା+କର୍ତ୍ତୃ. ଅ+ଆ) — ଲକ୍ଷ୍ମୀ (ମେଦିନୀ) — The Goddess of wealth and prosperity
  • ସଂ. ବି—(ହୃ ଧାତୁ=ହରଣ କରିବା+କର୍ତ୍ତୃ. ଅ+ଆ) — ତୈଳାମ୍ବୁକ; ଅସରପା; ତୈଳପାୟିକା—(ମେଦିନୀ) — Cockroach
  • ସଂ. ବି—(ହୃ ଧାତୁ=ହରଣ କରିବା+କର୍ତ୍ତୃ. ଅ+ଆ) — ପିପୀଲିକା (ହେମଚନ୍ଦ୍ର) — Ant
  • ସଂ. ବି—(ହୃ ଧାତୁ=ହରଣ କରିବା+କର୍ତ୍ତୃ. ଅ+ଆ) — କାଶ୍ମରୀ [ରାଜନିର୍ଘଣ୍ଟ]; ଗମ୍ଭାରୀଗଛ — Gmelina Arborea (a timber tree)
  • ଦେ. ବି—(ସଂ. ହୀରକ) ହୀରକ — Diamond
  • ଦେ. ବି—(ସଂ. ହୀରକ) [ଅନ୍ଯ ଶବ୍ଦ ସଙ୍ଗେ (ଯଥା—ନାଗରୀ ହୀରା) ଓ ଅନ୍ଯ ଶବ୍ଦ ପ୍ରସଙ୍ଗରେ (ଯଥା—ସେ ମନୁଷ୍ୟଙ୍କ ମଧ୍ୟରେ ହୀରା) ବ୍ଯବହୃତ ହେଲେ] ଶ୍ରେଷ୍ଠବସ୍ତୁ ବା ମନୁଷ୍ୟ — (When used with refernce to other things or persons) A very excellent thing or person
  • ଦେ. ବି—(ସଂ. ହୀରକ) (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ ଦିଆଯିବା ନାମ — A name given to females