ହୀନପ୍ରଭ Hīna prabha

  • ସଂ. ବିଣ. ପୁଂ—(ବହୁବ୍ରୀହି; ହୀନ+ପ୍ରଭା) — କ୍ଷୀଣ— ଜ୍ୟୋତି; ସ୍ୱଳ୍ପଦୀପ୍ତି ବିଶିଷ୍ଟ — Shorn of splendour
  • ସଂ. ବିଣ. ପୁଂ—(ବହୁବ୍ରୀହି; ହୀନ+ପ୍ରଭା) — ଦୀପ୍ତିହୀନ — Lustreless