ହିମ Hima
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ଶୀତକାଳ — The winter
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ହେମନ୍ତକାଳ (ମାର୍ଗଶିର ଓ ପୌଷ ମାସ, ମତାନ୍ତରରେ କାର୍ତ୍ତିକ ଓ ମାର୍ଗଶିର) — The two months of early winter
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ଶିଶିର; କାକର — Dew
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ବରଫ; ତୁଷାର — Ice; snow; frost
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ଶୀତଳତା; ଥଣ୍ଡା; ଶୈତ୍ୟ — Cold; chill
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ଚନ୍ଦନପଙ୍କ; ଘୋରା ଚନ୍ଦନ [ଏହା ଶୀତଳ ଗୁଣବିଶିଷ୍ଟ ଥିବାରୁ, (ମେଦିନୀ)। — Sandal paste
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ପଦ୍ମକାଷ୍ଠ (ରାଜନିର୍ଘଣ୍ଟ) — Prunus Padam
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ରଙ୍ଗ ଧାତୁ (ରାଜନିର୍ଘଣ୍ଟ) — Tin
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ମୌକ୍ତିକ; ମୁକ୍ତା; ମୋତି (ରାଜନିର୍ଘଣ୍ଟ) — Pearl
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ନବନୀତ (ଶବ୍ଦଚନ୍ଦ୍ରିକା); ଲହୁଣୀ — Butter
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — ଚନ୍ଦନ ବୃକ୍ଷ (ହେମଚନ୍ଦ୍ର) — Sandal wood tree
- ସଂ. ବି. (ହି ଧାତୁ=ବୃଦ୍ଧି ପାଇବା, ପ୍ରେରଣ କରିବା, ଗମନକରିବା +ସଜ୍ଞାର୍ଥେ. ମ) — କର୍ପୂର (ରାଜନିର୍ଘଣ୍ଟ) — Camphor