ହିମା Himā
- ସଂ. ବି (ହିମ+ଆ) — ସୂକ୍ଷ୍ମୈଳା; ଗୁଜରାତି (ରାଜନିର୍ଘଣ୍ଟ) — Small cardamom
- ସଂ. ବି (ହିମ+ଆ) — ରେଣୁକା; ସୁଗନ୍ଧ ଦ୍ରବ୍ୟ ବିଶେଷ (ରାଜନିର୍ଘଣ୍ଟ) — A kind of scented herb
- ସଂ. ବି (ହିମ+ଆ) — ଭଦ୍ରମୁସ୍ତକ; ମୁଥା (ରାଜନିର୍ଘଣ୍ଟ) — A variety of grass root-bulb
- ସଂ. ବି (ହିମ+ଆ) — ନାଗର ମୁସ୍ତକ; ନାଗର ମୁଥା (ରାଜନିର୍ଘଣ୍ଟ) — Another larger variety of grass root
- ସଂ. ବି (ହିମ+ଆ) — ପୃକ୍କା ଶାଗ (ରାଜନିର୍ଘଣ୍ଟ); ପିଡ଼ଙ୍ଗ — A kind of potherb; Trigonella Corniculata
- ସଂ. ବି (ହିମ+ଆ) — ଚଣକ; ଚଣା (ରାଜନିର୍ଘଣ୍ଟ) — A sort of pulse; Panicum Maliaccum