ହିତେ Hite

  • ଦେ. ଅ — (ପ୍ରାଚୀନପଦ୍ୟ) ସକାଶେ; ପାଇଁ — For
  • ଦେ. ଅ — [ଉ— ଆଜୀ ଆଜି ଯେବେ ଆସିବେ ପ୍ରାତେ, ତବ ଶ୍ରୀମୁଖ ଦରଶନ ହିତେ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।]