ହିତା Hitā
- ସଂ. ବିଣ. ସ୍ତ୍ରୀ—(ହିତ+ଆ) — ହିତର ସ୍ତ୍ରୀଲିଙ୍ଗ — Feminine of Hita
- ସଂ. ବି — ରକ୍ତବାହିନୀ ଶିରା ବିଶେଷ (ହି ଶ) — A class of veins
- ଗ୍ରା. ବିଣ—(ପ୍ରାଚୀନ ପଦ୍ୟ) — (ସଂ. ହିତ) ହିତକର; ପଥ୍ୟ — Beneficial
- ଗ୍ରା. ବିଣ—(ପ୍ରାଚୀନ ପଦ୍ୟ) — (ଉ— ଗୋମୟେ ଦେଲେ ଠିଆଚିତା, ଯେ ପ୍ରଭୁ ଗୋବ୍ରାହ୍ମଣ ହିତା—ଜଗନ୍ନାଥ, ଭାଗବତ)