ହିଜଡ଼ୀ Hijaṟḍ̠ī

  • ଦେ. ବି ସ୍ତ୍ରୀ—(ସଂ. ହୀନଜଟା) — ହେଞ୍ଜଡ଼ୀ; ସ୍ତ୍ରୀତ୍ୱହୀନା ନାରୀ; ଅପୁଷୀ ସ୍ତ୍ରୀ; ଯେଉଁ ନାରୀର ଋତୁଆଦି ଯୌବନ ଲକ୍ଷଣ ପ୍ରକାଶିତ ହୁଏ ନାହିଁ — A female hermaphrodite; a Woman whose menses do not appear and who shows some male characteristics
  • ବିଣ. ସ୍ତ୍ରୀ — ନିର୍ଲଜ୍ଜା — Shameless; immodest (female)
  • ବିଣ. ସ୍ତ୍ରୀ — ହେଞ୍ଜଡ଼ୀ 1 । (ଦେଖ) — ହେଞ୍ଜଡ଼ୀ1 (ଦେଖ)—. Hen̄jaṟḍ̠ī (See)