ହିଜରତ Hijarat
- ବୈଦେ. ବି—(ଆ) — ମହମ୍ମଦଙ୍କର ମକ୍କା ଛାଡ଼ି ଖ୍ରୀ 622 ରେ ମଦିନାକୁ ପ୍ରସ୍ଥାନ — ମହମ୍ମଦଙ୍କର ମକ୍କା ଛାଡ଼ି ଖ୍ରୀ622ରେ ମଦିନାକୁ ପ୍ରସ୍ଥାନ—The departure of the prophet Mahammad in 622 A. D. from Mecca to Madina
- ବୈଦେ. ବି—(ଆ) — [ଦ୍ର—ଏହିଦିନଠାରୁ ହିଜ୍ରି ସନର ଗଣନାର ଆରମ୍ଭ କରାଯାଇଅଛି।]