ହା Hā
- ସଂ. ଅ—(ସଂ. ହା; ଅହୋ) — ବିଷାଦସୂଚକ (ଅମର) — (Interjection) Oh; Ah! indicating sorrow
- ସଂ. ଅ—(ସଂ. ହା; ଅହୋ) — ଯନ୍ତ୍ରଣା ବା ଆର୍ତ୍ତିସୂଚକ (ଅମର) — Indicating distress or pang
- ସଂ. ଅ—(ସଂ. ହା; ଅହୋ) — ଶୋକସୂଚକ (ଅମର) — Indicating grief
- ସଂ. ଅ—(ସଂ. ହା; ଅହୋ) — ନିନ୍ଦା ବା କୁତ୍ସା ସୂଚକ (ମେଦିନୀ) — Indicating dispargement
- ଦେ. ଅ — ଆନନ୍ଦସୂଚକ — Interjection expressing joy
- ଦେ. ବି — ହାଇ ମାରିବାର ଶବ୍ଦ — The sound of yawning
- ଦେ. ବି — ପାଟିକୁ ଆଁ କରି ଜୋର୍ ପୂର୍ବକ ନିଶ୍ୱାସ ମାରିବାର ଶବ୍ଦ — The sound of exhaling breath by opening the mouth
- ଦେ. ବି — ହାଫା କରିବା ଶବ୍ଦ; ହାଫା (ଦେଖ) — Hāphā (See)
- ପ୍ରାଦେ (ଖଡ଼ିଆଳ) ବି — କଟୁ ଆସ୍ୱାଦ; ରୋଗ ଆସ୍ୱାଦ — Bitter taste