ହାସ Hāsa

  • ସଂ. ବି—(ହସ ଧାତୁ=ହସିବା+ଭାବ ଅ) — ହାସ୍ୟ; ହସ୍ — Laughter
  • ସଂ. ବି—(ହସ ଧାତୁ=ହସିବା+ଭାବ ଅ) — ହସିବା କର୍ମ — Laughing
  • ସଂ. ବି—(ହସ ଧାତୁ=ହସିବା+ଭାବ ଅ) — ହାସ୍ୟରସ — The sentiment producing laughter
  • ସଂ. ବି—(ହସ ଧାତୁ=ହସିବା+ଭାବ ଅ) — ପରିହାସ — Jest
  • ସଂ. ବି—(ହସ ଧାତୁ=ହସିବା+ଭାବ ଅ) — ଉପ— ହାସ — Ridicule