ହାସଲି Hāsali

  • ବୈଦେ. ବିଣ (କଚିରିଆ) (ଆ—ହାସିଲ୍) — ହାସଲ କରାଯାଇଥିବା; ପ୍ରାପ୍ତ — Got
  • ବୈଦେ. ବିଣ (କଚିରିଆ) (ଆ—ହାସିଲ୍) — ଅର୍ଜିତ — Aquired; earned
  • ବୈଦେ. ବିଣ (କଚିରିଆ) (ଆ—ହାସିଲ୍) — ଫଳରୂପେ ପ୍ରାପ୍ତ — Achieved