ହାସକ Hāsaka

  • ସଂ. ବିଣ (ପୁ ହାସ୍ ଧାତୁ ଣିଚ=ହାସି ଧାତୁ+କର୍ତ୍ତ ଅକ) — ହାସ୍ୟଉତ୍ପାଦନକାରୀ; ଯେ ହସାଏ (ହି. ଶ) — Causing or provoking laughter
  • ସଂ. ବି. ପୁଂ — ବିଦୁଷକ — A buffoon; jester (Apte)