ହାଳୀ Hāḻī

  • ସଂ. ବି (ହା ଧାତୁ=(ଲଜ୍ଜା) ତ୍ୟାଗ କରିବା+ଅଧିକରଣ ଅଳ+ ଈ) — କନିଷ୍ଠା ଶାଳିକା; ସ୍ତ୍ରୀଙ୍କ ସାନ ଭଉଣୀ (ହେମଚନ୍ଦ୍ର) — One's wife's younger sister