ହାଲି Hāli

  • ବୈଦେ ବିଣ—(କଚିରିଆ) (ଆ. ହାଲ୍) — ନୂତନ; ନବୋତ୍ପନ୍ନ; ଅଳ୍ପଦିନ ହେଲା ଜାତ ବା ଆଗତ — Recent; newly born
  • ବି — ବର୍ତ୍ତମାନକାଳ; ହାଲ୍ — 2. The present
  • ପ୍ରାଦେ (ଉତ୍ତର ବାଲେଶ୍ୱର) ବିଣ (ସଂ. ହରିତ୍) ଶାଗୁଆ — Green