ହାଲକ Hālaka

  • ଦେ. ବି (ସଂ. ହୃଦୟ, ପ୍ରା. ହଲ୍ଲକ; କିମ୍ବା ଆ. ହଲକ୍= ଗଳନଳୀ, କଣ୍ଠ) — ହଲକ; ଅନ୍ତଃକରଣ — Heart
  • ଦେ. ବି (ସଂ. ହୃଦୟ, ପ୍ରା. ହଲ୍ଲକ; କିମ୍ବା ଆ. ହଲକ୍= ଗଳନଳୀ, କଣ୍ଠ) — ହିମ୍ମତ୍; ସାହସ — Courage
  • ଦେ. ବି (ସଂ. ହୃଦୟ, ପ୍ରା. ହଲ୍ଲକ; କିମ୍ବା ଆ. ହଲକ୍= ଗଳନଳୀ, କଣ୍ଠ) — ଦମ୍ଭ — Patience