ହାଲକୁ Hālaku

  • ଦେ. ଅ — ବର୍ତ୍ତମାନ; ଏବେ; ଆଜିକାଲି — At present; now a days
  • ଦେ. ଅ — [ଉ—ନେତଟି ବଡ଼ ସୁଲକ୍ଷଣୀ, ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ ଲାଗିଛି। ଫକୀରମୋହନ, ଛମାଣ ଆଠଗୁଣ୍ଠ।]
  • ଦେ. ଅ — ଅଳ୍ପଦିନ ହେଲା — Recently
  • ଦେ. ଅ — ଚଳିତବର୍ଷ — This year