ହାରାବ Hārāba

  • ସଂ. ବି — ଖେଦବିବ୍ରତ ଲୋକର ହାହାକାର; ହାହାକାର; ହାୟ୍ ହାୟ୍ ଶବ୍ଦ — Lamentation; wailing exclamation
  • ସଂ. ବି — [ଉ—ହାରାବରେ ଅଛି ପୁରି ହେ ବଂଶୀଧାରୀ—କବିସୂର୍ଯ୍ୟ, ସଙ୍ଗୀତ]