ହାରକ Hāraka
- ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃ ଅକ) — ହରଣକର୍ତ୍ତା — Stealing; kidnapping; taking away
- ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃ ଅକ) — ବହନକର୍ତ୍ତା — Carrying
- ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃ ଅକ) — ଦ୍ୟୂତକାର — Gambling
- ବି — କିତବ; ଶଠ — A cheat
- ବି — ଚୌର; ଚୋର — A thief
- ବି — ଯେ ଜବରଦସ୍ତି ମନୁଷ୍ୟ ଆଦିଙ୍କୁ ହରଣ କରି ନିଏ — A kidnapper
- ବି — ଗଦ୍ୟଭେଦ (ମେଦିନୀ) — A kind of style of prose
- ବି — ବିଜ୍ଞାନଭେଦ (ମେଦିନୀ) — A sort of specialised knowledge
- ବି — ଶାଖୋଟ ବା ଶାହାଡ଼ା ଗଛ — Asper tree
- ବି — (ଗଣିତ) ଭାଜକ ଅଙ୍କ — [arithmetic]. The number which divides another number
- ଦେ. ବି — ଯୁଦ୍ଧରେ ବା ଖେଳରେ ପରାଜୟ — Defeat in battle or game
- ଦେ. ବି — (ଯଥା—ତାଙ୍କର ଖେଳରେ ହାରକ ହେଲା।