ହାମଡ଼ା Hāmaṟḍ̠ā

  • ଦେ. ବି — କଟକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଜଙ୍ଗଲରେ ଥବା ବୃକ୍ଷ ବିଶେଷ — A kind of wild tree growing in the sea-shore forests of Cuttack district, the root of which is boiled and eaten by poor people
  • ଦେ. ବି — [ଦ୍ର—ଏହାର ମୂଳକୁ ହରିଶପୁର ଓ ବିଶୁନପୁର ଆଦି ଅଞ୍ଚଳର ଗରିବ ଲୋକେ ସିଝାଇକରି ଅନାଭାବ ସମୟରେ ଖାଆନ୍ତି। ଦୈନିକ ସମାଜ]