ହାବୁଡ଼ Hābuṟḍ̠a
- ଦେ. ବି—(ସଂ. ଆବର୍ତ୍ତ ?) — ଦୁଇଜଣଙ୍କର ବା ଦୁଇ ବସ୍ତୁର ବିପରୀତ ଦିଗରୁ ହଠାତ୍ ଭେଟ — Sudden meeting of two persons or things from opposite sides
- ଦେ. ବି—(ସଂ. ଆବର୍ତ୍ତ ?) — ଦୁଇ ଜଣଙ୍କର ଭେଟ ବା ମିଳନ — Meeting of two persons
- ଦେ. ବି—(ସଂ. ଆବର୍ତ୍ତ ?) — ଅକତିଆର; ଅଧିକାର — Control; power
- ଦେ. ବି—(ସଂ. ଆବର୍ତ୍ତ ?) — [ଉ— ମୋର ହାବୁଡ଼ୁଁ ଯିବ କାହିଁ—କବିସୂର୍ଯ୍ୟ, ସଙ୍ଗୀତ]