ହାପ Hāpa

  • ପ୍ରା. ଦେ—(ଗଞ୍ଜାମ) ବି — ଏକ ପ୍ରକାର ଡାବଲପୁଆ ଖେଳ — A kind of game played by boys with a stick and a small peg
  • ପ୍ରା. ଦେ—(ଗଞ୍ଜାମ) ବି — [ଦ୍ର—ଗୋଟିଏ ସାନ ଗାତରେ ପିଲ ବା କ୍ଷୁଦ୍ର କାଷ୍ଠଖଣ୍ଡ ରଖି ତାକୁ ବାଡ଼ିଦ୍ୱାରା ଦୂରକୁ ଫୋପାଡ଼ିଲେ ତାକୁ ଅନ୍ଯ ଦଳର ଖେଳାଳି ପ୍ରତିଘାତ କରି ଫେରାଇ ଦିଏ। ଏହିପରି କରୁ କରୁ ଯେଉଁ ପକ୍ଷର ଖେଳାଳି ସେ ପିଲକୁ ଆଘାତ କରି ନ ପାରେ ସେ ହାରେ। ଗୋପିନାଥ ନନ୍ଦ।]