ହାପର Hāpara
- ପ୍ରାଦେ. (ଉତ୍ତର ବାଲେଶ୍ୱର ଓ ଗଞ୍ଜାମ) ବି — (ସଂ ଖର୍ପର) ସ୍ୱର୍ଣ୍ଣକାରର ଅଗ୍ନିକୁଣ୍ଡ; ଉମ୍ଭେଇ — The oven of a goldsmith
- ପ୍ରାଦେ. (ଉତ୍ତର ବାଲେଶ୍ୱର ଓ ଗଞ୍ଜାମ) ବି — (ସଂ ଭସ୍ତ୍ରା) ଭସ୍ତ୍ରା; ଭାତି — Bellows
- ପ୍ରାଦେ. (ଉତ୍ତର ବାଲେଶ୍ୱର ଓ ଗଞ୍ଜାମ) ବି — ଧାତୁ ଆବର୍ତ୍ତନ ପାତ୍ର; କୋଇ — Goldsmith's crucible; melting pot
- ପ୍ରାଦେ— (ସମ୍ବଲପୁର ଓ ଗଡ଼ଜାତ) ବି — ଅପସ୍ମାର ରୋଗ — Epilepsy
- ବୈଦେ. ବି—(ଆ. ହଫର୍) କର୍ଦ୍ଦମମୟ ଗାତ, ଯେଉଁ ଗାତରେ ଆଖୁମଞ୍ଜି (ପବ) ପୋତିଲେ ସେଥିରୁ ଗଜାମାନ ବାହାରେ ଓ ପରେ କ୍ଷେତରେ ପୋତା ଯାଏ — Holes of mud for putting small lengths of sugarcane to cause them to sprout