ହାତୁଆ Hātuā
- ଦେ. ବି — ବିହାର ପ୍ରଦେଶର ଜମିଦାରି ବିଶେଷ—(ଦ୍ର—ଏ ଜମିଦାରିର ଭୂସ୍ୱାମୀଙ୍କ ଉପାଧି ରାଜା) — Hātwa, the name of an estate in Bihar of which the proprietor is styled Rāja
- ବିଣ ପୁଂ — (ଅନ୍ଯ ଶବ୍ଦ ପରେ ଯୁକ୍ତ ହୁଏ—ଯଥା —ମାରହାତୁଆ; ଫୁର୍ତ୍ତ ହାତୁଆ) ହସ୍ତ ବିଶିଷ୍ଟ — (suffixed to another word)—Handed (as in Brisk-handed)