ହାତିଏ Hātie
- ଦେ. ବିଣ — ଗୋଟିଏ ହାତିରେ ଲଦା ହେବା ବୋଝ ପରିମିତ — An elephant-load of
- ଦେ. ବିଣ — ବହୁ ପରିମିତ — Large; much
- ବି — ଏକ ହସ୍ତିରେ ଲଦା ହେବା ଭଳି ପଦାର୍ଥ ବା ଧନ — 1. An elephant-load of things or property
- ବି — ବହୁ ଧନ — Great riches
- ବି — (ଯଥା—ସେ ରାତିଏ ଗଲେ ହାତିଏ ଆଣେ।)