ହାତିଆ Hātiā

  • ଦେ. ବିଣ—(ସଂ. ହସ୍ତ) — ଏତେ ହାତ ଲମ୍ବ — So many cubits long
  • ଦେ. ବିଣ—(ସଂ. ହସ୍ତ) — (ଯଥା—ଦଶହାତିଆ ଲୁଗା)
  • ଦେ. ବିଣ—(ସଂ. ହସ୍ତ) — ଏତେଜଣଙ୍କ ଦ୍ୱାରା ସମ୍ପାଦନୀୟ ବା ସମ୍ପାଦିତ — Performable or done by so many person
  • ଦେ. ବିଣ—(ସଂ. ହସ୍ତ) — (ଯଥା—ପାଞ୍ଚହାତିଆ କାମ ବିଗିଡ଼ି ଯାଏ।
  • ଦେ. ବିଣ—(ସଂ. ହସ୍ତ) — ହସ୍ତଯୁକ୍ତ; ହସ୍ତସମ୍ବନ୍ଧୀୟ — Relating to hand; having hands
  • ଦେ. ବିଣ—(ସଂ. ହସ୍ତ) — (ଯଥା—ସେ ବଇଦ ଅମୃତ ହାତିଆ ଜଣେ)
  • ଦେ. ବିଣ—(ସଂ. ହସ୍ତ) — (ବାମ ବା ଦକ୍ଷିଣ, ହସ୍ତର ଦିଗ ସମ୍ବନ୍ଧୀୟ — Relating to the right hand or left hand side
  • ଦେ. ବିଣ—(ସଂ. ହସ୍ତ) — (ଯଥା—ବାଁଆ ହାତିଆ ସଡ଼କ ସେ ଗାଁଆଁ ମୁଣ୍ଡ ବାଟେ ଯାଇଛି)
  • ଦେ. ବିଣ—(ସଂ. ହସ୍ତ) — ହାତିପରି ଆକାରବିଶିଷ୍ଟ; ଖୁବ୍ ବଡ଼ — Very big
  • ଦେ. ବିଣ—(ସଂ. ହସ୍ତ) — (ଯଥା—ହାତିଆ କାଙ୍କଡ଼)
  • ଦେ. ବିଣ—(ସଂ. ହସ୍ତ) — ହାତିପରି ସ୍ଥୂଳ ଚର୍ମ ଉତ୍ପାଦକ (ଯାଦୁ) — Thick-skinned (ring worm)
  • ଦେ. ବିଣ—(ସଂ. ହସ୍ତ) — (ଯଥା— ହାତିଆ ଯାଦୁରେ ତା ଦେହ ପୂର୍ଣ୍ଣ)