ହାତକ Hātaka
- ଦେ. ବି — ଏକହାତ ମାତ୍ର — One cubit only
- ଦେ. ବି — ଗୋଟିଏ ହସ୍ତ ମାତ୍ର — One hand only
- ଦେ. ବି — (ଯଥା—ତାର ହାତକ ଦିହାତ ହେଲା)
- ଦେ. ବି — ଏକ ହାତ ପରିମାଣ ବା ବିସ୍କୃତି — The measure or contents or expense of one cubit
- ଦେ. ବି — (ଯଥା— ହାତକ 24 ଆଙ୍ଗୁଳ ବା 2 ଚାଖଣ୍ଡ।) — (ଯଥା— ହାତକ24ଆଙ୍ଗୁଳ ବା2ଚାଖଣ୍ଡ)
- ବିଣ — ଏକ ହାତ ପରିମିତ — Measuring one cubit only
- ବିଣ — (ଯଥା—ହାତକ ଯାଗାରେ ଜଣକରୁ ବେଶି ବସି ପରିବେ ନାହିଁ।)