ହାଣୁଆ Hāṇuā
- ଦେ. ବିଣ — ଅତି ନିଷ୍ଠୁର ବା ମର୍ମଭେଦୀ (କଥା) — Cutting to the quick
- ଦେ. ବିଣ — (ଯଥା—ତା ହାଣୁଆ କଥା ଯୋଗେ ସମସ୍ତେ ତା ଉପରେ ବିରକ୍ତ ହୁଅନ୍ତି।)
- ଦେ. ବିଣ — ହତ୍ୟାକାରୀ; ଘାତକ (ବ୍ଯକ୍ତି) — Cutting; killing
- ଦେ. ବିଣ — (ଯଥା—ସେ ଜଣେ ହାଣୁଆ ଲୋକ।)
- ଦେ. ବିଣ — ଯେଉଁ ଦେଶକୁ ବା ସ୍ଥାନକୁ ଗଲେ ମନୁଷ୍ୟର ହାଣ ଖାଇବା ସୁନିଶ୍ଚିତ — (a country or place) Where one is sure to be killed
- ଦେ. ବିଣ — (ଯଥା—ହାଣୁଆ ରାଇଜ, ହାଣୁଆ ମୁଲକ।)