ହାଜର୍ Hājar

  • ବୈଦେ. ବିଣ—(ଆ ହାଜିର୍) (କଚିରିଆ) — ଉପସ୍ଥିତ — Present
  • ବୈଦେ. ବିଣ—(ଆ ହାଜିର୍) (କଚିରିଆ) — ଅବସ୍ଥିତ; ବିଦ୍ଯମାନ — Existing
  • ବୈଦେ. ବିଣ—(ଆ ହାଜିର୍) (କଚିରିଆ) — ଅଦାଲତଙ୍କ ବା ହାକିମଙ୍କ ସମ୍ମୁଖରେ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତ — Attending court on the fixed date
  • ବୈଦେ. ବିଣ—(ଆ ହାଜିର୍) (କଚିରିଆ) — କୌଣସି କାର୍ଯ୍ୟ କରିବା ପାଇଁ ପ୍ରସ୍ତତ — Ready to do any act