ହାକୁଟି Hākuṭi

  • ଦେ. ବି—(ସଂ ହିକ୍କା: ଉଦ୍ଗାର) — ଉଦ୍ଗାର; ଏଉଡ଼ି; ହେଉଡ଼ି; ଭୋଜନାନ୍ତେ ଉଦର ମଧ୍ୟରୁ ହିକ୍କା ଆକାରରେ ବହିର୍ଗତ ବାୟୁ — Belching
  • ଦେ. ବି—(ସଂ ହିକ୍କା: ଉଦ୍ଗାର) — ହିକ୍କା — Hiccough