ହାଉଆ Hāuā

  • ବୈଦେ. ବି—(ଫା. ହୱା) — ପବନ; ବାୟୁ — Air
  • ବୈଦେ. ବି—(ଫା. ହୱା) — ଜଳବାୟୁ — Climate
  • ବୈଦେ. ବି—(ଫା. ହୱା) — (ଲକ୍ଷଣାର୍ଥ) ସଂପର୍କ — (figurative) Connection
  • ବୈଦେ. ବି—(ଫା. ହୱା) — (ଲକ୍ଷଣାର୍ଥ) ପ୍ରଭାବ — (figurative) Influence
  • ବୈଦେ. ବି—(ଫା. ହୱା) — [ଯଥା ତାଙ୍କ ଦେହରେ ସାହେବଙ୍କ ହାଉଆ ବାଜିଛି।]