ହଳୀ Halī
- ସଂ. ବିଣ. ପୁଂ=(ହଳ+ଅଛି ଅର୍ଥରେ ଇନ୍, ହଳିନ୍ ଶବ୍ଦ; ପୁଂ, 1 ମା. 1 ବ) — ହଳଧର; କୃଷକ; ଚଷା; କୃଷୀବଳ — A cultivator
- ସଂ. ବିଣ. ପୁଂ=(ହଳ+ଅଛି ଅର୍ଥରେ ଇନ୍, ହଳିନ୍ ଶବ୍ଦ; ପୁଂ, 1 ମା. 1 ବ) — ବଳରାମ — The elder step brother of Kṛushṇa
- ସଂ. ବିଣ. ପୁଂ=(ହଳ+ଅଛି ଅର୍ଥରେ ଇନ୍, ହଳିନ୍ ଶବ୍ଦ; ପୁଂ, 1 ମା. 1 ବ) — କଳିକାରି ଗୁଳ୍ମ [ରାଜନିର୍ଘଣ୍ଟ]; ଲାଙ୍ଗଳିଆ ଗୁଳ୍ମ — Wolfs bane
- ସଂ. ବିଣ. ପୁଂ=(ହଳ+ଅଛି ଅର୍ଥରେ ଇନ୍, ହଳିନ୍ ଶବ୍ଦ; ପୁଂ, 1 ମା. 1 ବ) — ବିଶଲ୍ୟ କରଣୀ ଗୁଳ୍ମ — A plant; gloriose Superba