ହଳୀଷା Haḻīshā

  • ସଂ. ବି [ 6 ଷ୍ଠୀ ତତ୍; ହଳ+ଈଶା[ଷା]; ସ୍ୱରସନ୍ଧିର ନିୟମାନୁସାରେ 'ହଳେଷା'ନ ହୋଇ ହଳୀଶା(ଷା) ହୋଇଥିବାରୁ ନିପାତନ] — ଲଙ୍ଗଳର ଦଣ୍ଡ; ହଳର ଈଷ — The beam or shaft of a plough