ହଳୀମ Haḻīma
- ସଂ. ବି—(ହଳ ଧାତୁ=ବିଲେଖନ କରିବା+ଇର୍ତ୍ତୃ. ଈମନ୍, ଏହି ରୋଗରେ ଦେହରେ ଦାଗ ଦେଖାଯିବାରୁ) — ରୋଗ— ବିଶେଷ; ପାଣ୍ଡୁରୋଗର ବୃଦ୍ଧିଜନିତ ରୋଗବିଶେଷ; କାମଳ ରୋଗ — A disease; malignant development of Jaundice
- ସଂ. ବି—(ହଳ ଧାତୁ=ବିଲେଖନ କରିବା+ଇର୍ତ୍ତୃ. ଈମନ୍, ଏହି ରୋଗରେ ଦେହରେ ଦାଗ ଦେଖାଯିବାରୁ) — [ଦ୍ର— ଏଥିରେ ଦେହର ବର୍ଣ୍ଣ ଶ୍ୟାମ, ହରିତ୍ ଓ ପୀତ ହୁଏ, ବଳର ଓ ଉତ୍ସାହର କ୍ଷୟ ହୁଏ, ସ୍ତ୍ରୀମାନଙ୍କୁ ଦେଖିଲେ ଏ ରୋଗୀଙ୍କର ବିରକ୍ତି ଜନ୍ମେ। ଦେହ କୁଣ୍ଡାଇ ହୁଏ; ଶ୍ୱାସ, ତୃଷ୍ଣା, ଶୋଥ, ଅରୁଚି ଓ ଭ୍ରମ ଜନ୍ମେ। ଦେହରେ ଲମ୍ବ ଓ ଫଟା ଦାଗମାନ ଦେଖାଯାଏ— ଭାବପ୍ରକାଶ]