ହଳି Haḻi

  • ସଂ. ବି—(ହଳ୍ ଧାତୁ=କର୍ଷଣ କରିବା+କର୍ମ. ଇ) — ହଳକୃତ ରେଖା — Furrow
  • ସଂ. ବି—(ହଳ୍ ଧାତୁ=କର୍ଷଣ କରିବା+କର୍ମ. ଇ) — (ହଳ୍ ଧାତୁ+ ଭାବ. ଇ)—କୃଷି; ଚାଷ — Agriculture; cultivation
  • ସଂ. ବି—(ହଳ୍ ଧାତୁ=କର୍ଷଣ କରିବା+କର୍ମ. ଇ) — (ହଳ୍ ଧାତୁ+କରଣ ଇ)—ବୃହତ୍ ହଳ — Big plough
  • ଦେ. ବି—(ନାମ; ଆଦରାର୍ଥ) — ହଳଧରର ଡାକ ନାମ — A nickname for Haḻa dhara