ହଳିନୀ Haḻinī

  • ସଂ. ବିଣ. ସ୍ତ୍ରୀ—(ହଳିନ୍+ସ୍ତ୍ରୀ ଈ) — ଚାଷୁଣୀ — The wife of a cultivator
  • ସଂ. ବିଣ. ସ୍ତ୍ରୀ—(ହଳିନ୍+ସ୍ତ୍ରୀ ଈ) — ଲଙ୍ଗଳୀ; ଲହ ଲଙ୍ଗୂଳିଆ ଗୁଳ୍ମ (ବୈଦ୍ଯକ) — Wolfsbane; Aconitum Napellus
  • ସଂ. ବିଣ. ସ୍ତ୍ରୀ—(ହଳିନ୍+ସ୍ତ୍ରୀ ଈ) — ବିଶଲ୍ୟକରଣୀ ଗୁଳ୍ମ (ବୈଦ୍ଯକ) — Gloreosa Superba plant