ହଳିକ Haḻika

  • ଦେ. ବି ଓ ବିଣ—(ଆଦରାର୍ଥକ) ଏକ ହଳ ବା ଏକ ଯୋଡ଼ା ମାତ୍ର; ଦିଓଟି ମାତ୍ର — A pair only, two only
  • ଦେ. ବି ଓ ବିଣ—(ଆଦରାର୍ଥକ) [ଉ— ଧୋବା ମଳିକ, ସଂଖାଳି କରିଛି ଝିଅ ହଳିକ—ଢଗ]