ହଳାହଳ Haḻāhaḻa
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — କାଳକୁଟ ବିଷ — A very acute mortal poison
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — [ଦ୍ର—ଦେବାସୁରଙ୍କ ଦ୍ୱାରା ସମୁଦ୍ର— ମନ୍ଥନରୁ ଶେଷରେ ବାହାରିଥିବା ଉଗ୍ରବିଷ। ଏହାକୁ ମହାଦେବ ପାନ କରିବାରୁ ଏହାର ଦାଉରେ ତାଙ୍କ କଣ୍ଠ ନୀଳ ହୋଇଯାଇଥିଲା]।
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — ବ୍ରହ୍ମସର୍ପ (ମେଦିନୀ) — Brahma sarpa
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — ଅଞ୍ଜିନା (ମେଦିନୀ) — Anjinā
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — ବୁଦ୍ଧ ବିଶେଷ (ତ୍ରିକାଣ୍ଡ ଶେଷ) — Name of a Buddhist saint
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — ମାରାତ୍ମକ ବିଷ — Mortal poison
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — ତାଳପତ୍ର ପରି ପତ୍ର— ବିଶିଷ୍ଟ ବିଷାକ୍ତ ବୃକ୍ଷ ବିଶେଷ (ଭାବପ୍ରକାଶ) — Name of very poisonous tree
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — [ଦ୍ର—ଏଥିର ଫଳ ଓ ଚେରର ଗଣ୍ଠି ଗାଈଙ୍କ ଚିରଭଳି; ଏ ଗଛପାଖରେ ଅନ୍ଯ ଗଛ ଉଧାଏ ନାହିଁ ଓ ଏ ଗଛର ଗନ୍ଧ ଶୁଙ୍ଘିଲେ ମନୁଷ୍ୟ ମରିଯାଏ (ହି. ଶ)।
- ସଂ. ବି—(ହଳ+ଆ+ହଳ୍ ଧାତୁ=କର୍ଷଣ କରିବା+ କର୍ତ୍ତୃ. ଅ—ହଳପରି ଯାହା ଦେହ ମଧ୍ୟକୁ ଚଷିପକାଏ) — ହଳାହଳ ପରି ଅଗ୍ରାହ୍ୟ ବସ୍ତୁ — Any thing uneatable like mortal poison