ହଲ୍ଟ Halt

  • ବୈଦେ. ବି (ଇଂ) — କାର୍ଯ୍ୟୋପଲକ୍ଷେ ଗସ୍ତ କରୁଥିବା କର୍ମଚାରୀଙ୍କର କୌଣସି ମୁକାମରେ ଏକ ବା ତଦଧିକ ଦିନ ରହଣି — Halting of an officer during tour
  • ବୈଦେ ଅ (ରଂ) — ଡ୍ରିଲ୍ କରୁଥିବା ଛାତ୍ରଙ୍କ ଓ ସୈନିକମାନଙ୍କୁ ଠିଆ ହେବା ପାଇଁ ସେନାପତିଙ୍କର ଡାକ — Halt! [Used in drill by the drill master or by the commander directing the marching students or soldiers to halt]