ହଲିଆ Haliā

  • ପ୍ରାଦେ. (ଖଡ଼ିଆଳ) ବି. ପୁଂ — କୃଷିକାମ ପାଇଁ ନିଯୁକ୍ତ ଅସ୍ଥାୟୀ ନୌକର — Petty or temporary servant engaged for ploughing
  • ପ୍ରାଦେ. (ଖଡ଼ିଆଳ) ବି. ପୁଂ — [ଦ୍ର—ଏ ନୌକରମାନେ ମାଲିକଠାରୁ ପ୍ରଥମେ କିଛି ପେସଗି (ଆଗତୁରା ଧନ) ନେଇ କରାର ଅନୁସାରେ କରାର ସମୟଯାକେ କାମ କରନ୍ତି। ଏ ପେସଗକୁ ବାହାବନ୍ଧା କହନ୍ତି।