ହଲା Halā

  • ଦେ. ବି — ହଲ୍ଲା (ଦେଖ) — Hallā (See)
  • ଦେ. ବି — ଦୋହୋଲାଇବା; ହଲାଇବା — Shaking
  • ଦେ. ବି — ଚାଉଳ — Movement; moving
  • ଦେ. ବି — ହଲିବା [ଦେଖ] — Halibā (See)
  • ଦେ. ବିଣ. — ହଲୁଥିବା — Swinging
  • ଦେ. ବିଣ. — ଶ୍ଳଥ ହୋଇଥିବା — Slackened; loose
  • ଦେ. ବିଣ. — ଯେ ହଲାଏ — Wagging or shaking
  • ଦେ. ବିଣ. — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ । ଯଥା—ଲାଙ୍ଗୁଡ଼ହଲା ଜୀବ, ଜିଭହଲା କୁକୁର ଇତ୍ୟାଦି।]
  • ପ୍ରାଦେ (ବଲାଙ୍ଗିର ପାଟଣା) ବି — ଢେଉ — Wave
  • ପ୍ରାଦେ (ବଲାଙ୍ଗିର ପାଟଣା) ବି — (କ୍ରିୟା) ହେବା କ୍ରିୟାର ବର୍ତ୍ତମାନସାମିପ୍ୟ ଅତୀତକାଳ ତୃତୀୟ ପୁରୁଷ ଏକବଚନ)—ହେଲା; ହୋଇଲା — (It, she or he) . Has been
  • ସଂ. ବି ଓ ଅ — ହଳା (ଦେଖ) — Haḻā (See)