ହଲପି Halpi
- ଦେ. ବିଣ. ଓ ବି. ପୁଂ — ଯେଉଁ ବ୍ଯକ୍ତି ହଲପ କରି ମିଛ କହେ — A person who lies on oath perjurer
- ଦେ. ବିଣ. ଓ ବି. ପୁଂ — ଯେଉଁ ବ୍ଯକ୍ତି ସବୁ କଥାରେ ବା ସାମାନ୍ୟ କଥାରେ ସର୍ବଦା ହଲପ କରିବାକୁ ମୁସ୍ତେଜ ହୁଏ—(ଏପରି ବ୍ଯକ୍ତି ମିଛ କହନ୍ତି ବୋଲି ସାଧାରଣ ବିଶ୍ୱାସ) — A person who is always eager to take oath even in petty matters