ହର୍ଷ Harsha
- ସଂ. ବି (ହୃଷ୍ ଧାତୁ=ତୁଷ୍ଟ ହେବା+ଭାବ. ଅ) — ଆହ୍ଲାଦ; ଆନନ୍ଦ — Joy; delight; gaiety
- ସଂ. ବି (ହୃଷ୍ ଧାତୁ=ତୁଷ୍ଟ ହେବା+ଭାବ. ଅ) — ସୁଖ — Pleasure
- ସଂ. ବି (ହୃଷ୍ ଧାତୁ=ତୁଷ୍ଟ ହେବା+ଭାବ. ଅ) — ଇଷ୍ଟ ଶ୍ରବଣଜନିତ ସୁଖ— [ମହାଭାରତ — Pleasure derived from hearing joyous news
- ସଂ. ବି (ହୃଷ୍ ଧାତୁ=ତୁଷ୍ଟ ହେବା+ଭାବ. ଅ) — କନ୍ଦର୍ପଙ୍କ ପିତା (ବାମନ ପୁରାଣ) — Name of the father of God Cupid
- ସଂ. ବି (ହୃଷ୍ ଧାତୁ=ତୁଷ୍ଟ ହେବା+ଭାବ. ଅ) — (ବିଣ—ହୃଷ୍ଟ, ହର୍ଷିତ, ହର୍ଷକ)
- ଗ୍ରା. ବିଣ (ସଂ. ହ୍ରସ୍ୱ) — ହ୍ରସ୍ୱ (ଦେଖ) — Hraswa (See)