ହର୍ମ Harma

  • ସଂ. ବି.—(ହୃ ଧାତୁ=ହରଣ କରିବା+କର୍ତ୍ତୃ. ଅର୍ମନ୍; ହର୍ମନ୍ ଶବ୍ଦ 1 ମା, 1 ବ) — ଜୃମ୍ଭଣ; ହାଇମାରିବା (ଶବ୍ଦ ରତ୍ନାବଳୀ।) — Yawning