ହରିପ Haripa

  • ପ୍ରାଦେ. (ପୁରୀ ସହର) ବିଣ. ପୁଂ — ଅତି ଚତୁର (ବ୍ଯକ୍ତି) — Very clever (person); sly (in a bad sense)