ହରିତନ Haritan

  • ଦେ. ବି. — ତାସ୍ ଖେଳରେ ନାଲିପାନ ରଙ୍ଗ ଓ ସେହି ରଙ୍ଗରେ ଚିତ୍ରିତ 13 ଖଣ୍ଡ ତାସ୍ — ତାସ୍ ଖେଳରେ ନାଲିପାନ ରଙ୍ଗ ଓ ସେହି ରଙ୍ଗରେ ଚିତ୍ରିତ13ଖଣ୍ଡ ତାସ୍—The set of 13 heart cards in the game of cards and the said red mark