ହରିକ Harika
- ସଂ. ବି (ହୃ ଧାତୁ+ଇକ) — ଚୌର — Thief
- ସଂ. ବି (ହୃ ଧାତୁ+ଇକ) — ଅକ୍ଷକ୍ରୀଡ଼କ — A person who plays the game of dice
- ସଂ. ବି (ହୃ ଧାତୁ+ଇକ) — (ହରି=ପୀତ ହରିଦ୍ ବର୍ଣ୍ଣ+ ସଂଜ୍ଞାର୍ଥ. କ)—ପୀତ—ହରିଦ୍ ବର୍ଣ୍ଣାଶ୍ୱ (ହେମଚନ୍ଦ୍ର) — A horse of mixed yellow and green colour