ହରି ଶୟନ Hari ṡayana
- ସଂ. ବି — ବିଷ୍ଣୁ ବା ହରିଙ୍କର ନିଦ୍ରା — The sleep of Biṡhṇu or Hari
- ସଂ. ବି — ଯେଉଁ ସମୟରେ ହରିନିଦ୍ରିତ ରହନ୍ତି — The time when Biṡhṅu is said to be in bed
- ସଂ. ବି — ଅଷାଢ଼ମାସର ଶୁକ୍ଳଦ୍ୱାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ପର୍ଯ୍ୟନ୍ତ କାଳ (ଯେଉଁ ସମୟରେ ବିଷ୍ଣୁ ନିଦ୍ରା ଯାଆନ୍ତି) — A period of 4 months from the 12th day of the bright lunar fortnight of Ashāṟḍ̠ẖa to the 12th day of the bright fortnight of Kārttika
- ସଂ. ବି — ଅଷାଢ଼ ମାସର ଶୁକ୍ଳ ଏକାଦଶୀ — The 11th day of the bright lunar fortnight of Ashāṟḍ̠ẖa
- ସଂ. ବି — [ଦ୍ର—ଏହା ପୁରୀ ଜଗନ୍ନାଥ ମହାପ୍ରଭୁଙ୍କର ଶୟନଯାତ୍ରା ନାମକ ଗୋଟିଏ ଯାତ୍ରା ଦିବସ ଅଟେ ଓ ଏହି ଦିନଠାରୁ ଚାତୁର୍ମାସ୍ୟା ବ୍ରତାରମ୍ଭ ହୁଏ। ପୁରାଣମାନଙ୍କ ମତରେ ବିଷ୍ଣୁ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଶୋଇବାକୁ ଯାଆନ୍ତି, ଭାଦ୍ର ମାସ ଶୁକ୍ଳ ଏକାଦଶୀ ଦିନ ପାର୍ଶ୍ୱ ପରିବର୍ତ୍ତନ କରନ୍ତି ଓ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ନିଦ୍ରାଯାଇ ଦ୍ୱାଦଶୀଦିନ ନିଦ୍ରାରୁ ଉଠନ୍ତି—ମତ୍ସ୍ୟପୁରାଣ, ବାମନ ପୁରାଣ, ବରାହ ପୁରାଣ ଓ ଭବିଷ୍ୟ ପୁରାଣ]