ହରି ଗୁଣ Hari guṇa

  • ସଂ. ବି — ହରିଙ୍କର ଗୁଣ — The attributes of Hari
  • ସଂ. ବି — ହରିନାମ ସଂକୀର୍ତ୍ତନ — Chanting of the name of Hari
  • ଦେ. ବି — [ଗଣିତ] ହରଣ ଓ ଗୁଣନ — (Mathematics) Division and multiplication
  • ଦେ. ବି — [ଉ—ଖଡ଼ିପାଠ, ମିଶାଣ ଫେଡ଼ାଣ ହରିଗୁଣ ଛଡ଼ାଇ ରସପୋଥି ଧରିଛି। ଫକୀରମୋହନ, ଗଳ୍ପସ୍ୱଳ୍ପ।]